Republic Day 2022: ରାଜପଥରେ ଶକ୍ତି ପ୍ରଦର୍ଶନ କରିବେ BSF ମହିଳା କଣ୍ଟିନଜେଣ୍ଟ - ସାଧାରଣତନ୍ତ୍ର ଦିବସ ୨୦୨୨
ନୂଆଦିଲ୍ଲୀ:73ତମ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପପେଡରେ ରାଜପଥରେ ଶକ୍ତି ପ୍ରଦର୍ଶନ କରିବ ସୀମା ସୁରକ୍ଷା ବଳ (BSF)ର ମହିଳା କଣ୍ଟିନଜେଣ୍ଟ ସୀମା ଭବାନୀ (Seema Bhawani)। ତେବେ ଦ୍ବିତୀୟ ଥର ପାଇଁ ଶକ୍ତି ପ୍ରଦର୍ଶନ କରିବାକୁ ଥିବା ଏହି ଟିମ ଅଭ୍ୟାସ ଆରମ୍ଭ କରିସାରିଛି । ଦେଖନ୍ତୁ ଭିଡିଓ
Last Updated : Jan 3, 2022, 10:50 PM IST