ଓଡିଶା

odisha

ETV Bharat / videos

ଜଳିଲା ରାବଣ, ପାଉଁଶ ହେଲା ଅନ୍ୟାୟ-ଅଧର୍ମ

By

Published : Oct 15, 2021, 8:55 PM IST

ନୂଆଦିଲ୍ଲୀ: ଅସତ୍ୟ ଉପରେ ସତ୍ୟର ଜୟ ଦଶହରା । ବିଜୟା ଦଶମୀରେ ମହାପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ଧରାକୁ ଅନ୍ୟାୟ ଓ ପାପ ମୁକ୍ତ କରିଥିଲେ । ତେଣୁ ପ୍ରତ୍ୟେକ ବର୍ଷ ଅଧର୍ମ ଉପରେ ଧର୍ମର ବିଜୟକୁ ମନେ ପକାଇବା ପାଇଁ ରାବଣ ପୋଡି ଉତ୍ସବ ପାଳିତ ହୁଏ । ତେବେ ଅନେକ ଅଞ୍ଚଳରେ ଶୁକ୍ରବାର ରାବଣ ପୋଡି ଅନୁଷ୍ଠିତ ହୋଇଛି ।

ABOUT THE AUTHOR

...view details