ଓଡିଶା

odisha

ETV Bharat / videos

ଗୁଜୁରାଟରେ ପ୍ରବଳ ବର୍ଷା: ବିଭିନ୍ନ ଗାଁରେ ପ୍ରବାହିତ ହେଲା ବନ୍ୟାଜଳ - Rajkot District

By

Published : Aug 25, 2020, 4:58 PM IST

ଗାନ୍ଧୀନଗର: ଅପଲେଟା ଓ ଧୋରଜୀ ପାନ୍ଥରେ ପ୍ରବଳ ବର୍ଷା କାରଣରୁ ଗୋଦପୁର ଜଳ ଉପଲେଟା ନଦୀ କୂଳରେ ଥିବା ଏକ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି । ଏସଡିଆରଏଫ ଟିମ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଚାଲିଛି । ପ୍ରବଳ ବର୍ଷା କାରଣରୁ ଗୋଦପୁରରୁ ବନ୍ୟା ଜଳ ଅନ୍ୟ ଗାଁକୁ ପ୍ରବାହିତ ହେଉଛି । ଏହିସହ ନଦୀ ଜଳ ମଧ୍ୟ ଗୋନଦ ଗାଁରେ ପ୍ରବେଶ କରୁଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details