ଓଡିଶା

odisha

ETV Bharat / videos

ଓଡିଆରେ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

By

Published : Jan 2, 2021, 10:59 PM IST

ନୂଆଦିଲ୍ଲୀ: ଭିଡିଓ କନଫ୍ରେନ୍ସିଂ ଜରିଆରେ ଆଇଆଇଏମ ସମ୍ବଲପୁରରେ ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ ପରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଶ୍ରୀଜଗନ୍ନାଥ, ମା’ ସମଲେଇଙ୍କୁ ପ୍ରଣାମ କରି ନିଜ ଅଭିଭାଷଣ ରଖିଥିଲେ । ଓଡିଆରେ ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

ABOUT THE AUTHOR

...view details