ସିଙ୍ଘୁ ସୀମାରେ ଫସିଥିଲା ଅକ୍ସିଜେନ ଟ୍ୟାଙ୍କର, ଏସକର୍ଟ କରି ହସ୍ପିଟାଲରେ ପହଞ୍ଚାଇଲା ପୋଲିସ - delhi police
ନୂଆଦିଲ୍ଲୀ: ସିଙ୍ଘୁ ସୀମାରେ ଫସିଥିବା ଅକ୍ସିଜେନ ଟ୍ୟାଙ୍କରକୁ ଏସକର୍ଟ କରି ହସ୍ପିଟାଲରେ ପହଞ୍ଚାଇଲା ପୋଲିସ । ଦିଲ୍ଲୀ ପୋଲିସର ଆଲିପୁର ଟିମ ଅକ୍ସିଜେନ ଟ୍ୟାଙ୍କରକୁ ରୋହିଣିସ୍ଥିତ ଜୟପୁରର ଗୋଲ୍ଡେନ ହସ୍ପିଟାଲରେ ପହଞ୍ଚାଇଛି । ତେବେ ସିଙ୍ଘୁ ସୀମାରେ ଅକ୍ସିଜେନ ଟ୍ୟାଙ୍କର ଫସିଥିବା ଅଭିଯୋଗ ହୋଇଥିଲା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ