ଓଡିଶା

odisha

ETV Bharat / videos

ପ୍ରସିଦ୍ଧ ପଦ୍ମାବତୀ ଆମ୍ମା ମନ୍ଦିର ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ - କେନ୍ଦ୍ରମନ୍ତ୍ରୀ ପିୟୁଷୋ ଗୋଏଲ

By

Published : Jun 13, 2021, 10:27 PM IST

ଅମରାବାତୀ: ପ୍ରସିଦ୍ଧ ପଦ୍ମାବତୀ ଆମ୍ମା ମନ୍ଦିର ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ । ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାର ପ୍ରସିଦ୍ଧ ମନ୍ଦିରରେ କେନ୍ଦ୍ରମନ୍ତ୍ରୀଙ୍କ ସପରିବାର ଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପହଞ୍ଚିବା ପରେ ଏଠାରେ ଉପସ୍ଥିତ ଥିବା ରାଜ୍ୟ ସରକାରଙ୍କ ମନ୍ତ୍ରୀ ବୁଗାନା ରାଜେନ୍ଦ୍ରନାଥ ରେଡ୍ଡୀ ସେମାନଙ୍କୁ ସ୍ବାଗତ କରଥିଲେ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details