ଓଡିଶା

odisha

ETV Bharat / videos

ଦେଶରେ କରୋନା ଟୀକାକରଣର ଏକ ବର୍ଷ ପୂରଣ, ପାଳନ କଲା ସାରା ଦେଶ - ଦେଶରେ କରୋନା ଟୀକାକରଣ ଏକ ବର୍ଷ ପୂରଣ

By

Published : Jan 16, 2022, 9:30 PM IST

ନୂଆଦିଲ୍ଲୀ: ଦେଶରେ କରୋନା କବଚକୁ ଏକ ବର୍ଷ ପୂରଣ । ଭାରତରେ ଟୀକାକରଣରେ ଏକ ବର୍ଷ ପୂର୍ତ୍ତୀର ମାହୋଲ । ଆଜିକୁ ବର୍ଷ ତଳେ ଆରମ୍ଭ ହୋଇଥିଲା ଟୀକାକରଣ । ଦେଶରେ ବଭିନ୍ନ ରାଜ୍ୟରେ ସେଲିବ୍ରେସନ୍ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଟୀକାକରଣ ନେଇ ଲୋକଙ୍କୁ ସଚେତନା ବାର୍ତ୍ତା । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟରରେ ଏକ ଭିଡିଓ ଜାରି କରିଛନ୍ତି । ବ୍ୟୁର ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details