ଓଡିଶା

odisha

ETV Bharat / videos

ନ୍ୟୁୟର୍କରୁ କୋରୋନା ଚିତ୍ର ଦେଖାଇଲେ ଓଡିଆ ଦମ୍ପତି - New York

By

Published : Aug 12, 2020, 7:39 PM IST

ନ୍ୟୁୟର୍କ: ସାରା ବିଶ୍ବରେ ଜାରି ରହିଛି କୋରୋନା ମହାମାରୀ । ଭାରତଠାରୁ ଭୟାନକ ରହିଛି ଆମେରିକାରେ କୋରୋନା ସ୍ଥିତି । ତେବେ ଆମେରିକା ନ୍ୟୁୟର୍କର ଲଙ୍ଗ୍‌ ଆଇଲ୍ୟାଣ୍ଡରେ ରହୁଥିବା ଓଡିଆ ଦମ୍ପତି ଅରୋମିକା ପରିଡା ଓ ଅରବିନ୍ଦ ପରିଡା ସେଠାକାର କୋରୋନା ସ୍ଥିତି ଭିଡିଓ ମାଧ୍ୟମରେ ଦେଖାଇବାକୁ ପ୍ରୟାସ କରିଛନ୍ତି ଏବଂ ଓଡିଶାରେ କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ଦେଖନ୍ତୁ ଭିଡିଓ....

ABOUT THE AUTHOR

...view details