ଏମିକି ବାପୁଙ୍କୁ ହତ୍ୟା କରିଥିଲେ ଗଡସେ.. - ଦିଲ୍ଲୀର ବିରଲା ଭବନ
1948 ଜାନୁଆରୀ 30ରେ ଦିଲ୍ଲୀର ବିରଲା ଭବନରେ ଛୁଟିଥିଲା 3 ରାଉଣ୍ଡର ଗୁଳି । କିଏ କିଛି ଜାଣିବା ଆଗରୁ ଟଳିପଡିଥିଲେ ବାପୁ । ନାଥୁରାମ ବିନାୟକ ଗଡସେ କପଟ କରି ହତ୍ୟା କରିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ । ଆଉ ଏହି ହତ୍ୟାକାଣ୍ଡର ରଣନୀତି ଗ୍ବାଲିୟରରେ ରଚାଯାଇଥିଲା ।
Last Updated : Sep 3, 2019, 3:40 PM IST