ଓଡିଶା

odisha

ETV Bharat / videos

ତେଲୁଗୁ ନବବର୍ଷ: ମନ୍ଦିରରେ ପୂଜା କଲେ ମୁସଲିମ ସମ୍ପ୍ରଦାୟ, ଦେଖନ୍ତୁ ଭିଡିଓ..

By

Published : Apr 13, 2021, 10:45 PM IST

ଅମରାବତୀ: ଆଜି(ମଙ୍ଗଳବାର) ହେଉଛି ତେଲୁଗୁ ସମ୍ପ୍ରଦାୟର ବଡ ପର୍ବ ତଥା ତେଲୁଗୁ ନବବର୍ଷ ଉଗାଦୀ । ଏହି ଅବସରରେ ଆନ୍ଧ୍ରପ୍ରଦେଶ କଡାପା ଜିଲ୍ଲାରୁ ଭାଇଚାରାର ଏକ ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି । ଆନ୍ଧ୍ରପ୍ରଦେଶର ଓଲ୍ଡ ସିଟିସ୍ଥିତ ଲକ୍ଷ୍ମୀ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଆଜି ମୁସଲମାନ ସମ୍ପ୍ରଦାୟର ଶହ ଶହ ପୁରୁଷ, ମହିଳା ଏବଂ ଶିଶୁ ପୂଜା କରିଛନ୍ତି । ଭଗବାନଙ୍କୁ ଫୁଲ, ମିଶ୍ରି, ଗୁଡ, ନଡିଆ ଭୋଗ ଚଢାଇ ସେମାନେ ଭେଙ୍କେଟେଶ୍ବର ସ୍ବାମୀ ଏବଂ ପଦ୍ମାବତୀ ଦେବୀଙ୍କୁ ଆରାଧନା କରିଛନ୍ତି ଏବଂ ନିଜେ ମଧ୍ୟ ପ୍ରସାଦ ସେବନ କରିଛନ୍ତି । କିଭଳି ରହିଥିଲା ପୂଜା ସମୟର ଦୃଶ୍ୟ, ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details