ଓଡିଶା

odisha

ETV Bharat / videos

ଗୀତରେ ଗୀତରେ ଯୋଗ - ବିଶ୍ବ ଏକ ପରିବାର ନେ ୟୋଗ କୋ କିୟା ହୈ ବନ୍ଦନ

By

Published : Jun 21, 2021, 9:03 PM IST

ହାଇଦ୍ରାବାଦ: ସାରା ବିଶ୍ବରେ ସୋମବାର ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । ସମସ୍ତ ସ୍ଥାନରେ ସୂର୍ଯ୍ୟ ନମସ୍କାର, ପ୍ରାଣାୟମ ଆଦି କରି ଯୋଗ ଦିବସ ପାଳନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏକ ମ୍ୟୁଜିକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ଶଙ୍କର ମହାଦେବନ, କୈଲାଶ ଖୈର, ଚିତ୍ରା, ଶାନ, ସୋନୁ ନିଗମ, ଦିଲେର ମେହନ୍ଦି ଭଳି ଭାରତର ମହାନ କଣ୍ଠଶିଳ୍ପୀ କଣ୍ଠଦାନ କରିଛନ୍ତି । ‘ବିଶ୍ବ ଏକ ପରିବାର ନେ ୟୋଗ କୋ କିୟା ହୈ ବନ୍ଦନ’ ଗୀତରେ ଅନେକ ଅନ୍ତର୍ଜାତୀୟ କଳାକାର ମଧ୍ୟ ସାମିଲ ହୋଇଛନ୍ତି ।

ABOUT THE AUTHOR

...view details