ନଳା ପାଣି ସୁଅରେ ଭାସୁଛି ବାଇକ୍, ଦେଖନ୍ତୁ ଭିଡିଓ - ନଳା ପାଣି ସୁଅରେ ଭାସୁଛି ବାଇକ୍
ମୁମ୍ବାଇ: ବର୍ଷା ଆରମ୍ଭରୁ ବେହାଲ ମାୟାନଗରୀ ମୁମ୍ବାଇର ଅନେକ ସହର । ଦେଖନ୍ତୁ ଉପରୋକ୍ତ ଭିଡିଓଟିକୁ କିଭଳି ଏକ ବସ୍ତି ପାଖରେ ଥିବା ନାଳର ପାଣି ପ୍ରଖର ସ୍ରୋତରେ ବୋହି ଯାଉଛି। ଆଉ ପାଣି ଯିବା ରାସ୍ତାରେ ଯିଏ ପଡିଲା ତାକୁ ଭସାଇ ନେଉଛି ସୁଅ।