ଓଡିଶା

odisha

ETV Bharat / videos

National Family Welfare Scheme: ସହାୟତା ରାଶି ୨ ଲକ୍ଷ ହେଉ, ମମତା ମହନ୍ତ - Member Of Parliament Mamata Mahant Raise Questions In Rajyasabha

By

Published : Dec 14, 2021, 2:11 PM IST

ନୂଆଦିଲ୍ଲୀ: ଜାତୀୟ ପରିବାର ମଙ୍ଗଳ ଯୋଜନାକୁ ନେଇ ରାଜ୍ୟସଭାରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ମମତା ମହନ୍ତ। ଏହି ଯୋଜନା ୨୦୦୮ ରେ ଆରମ୍ଭ ହୋଇଥିବାବେଳେ, ସେତେ ବେଳେ ଏହାର ସହାୟତା ରାଶି ଥିଲା ୧୦ ହଜାର। କିନ୍ତୁ ବର୍ଷ ୨୦୧୨ ରେ ସହାୟତା ରାଶି ୨୦ ହଜାର ହୋଇଛି । ତେବେ ସମସ୍ୟା ହେଉଛି ଏହା ବିପିଏଲ ସର୍ଭେ ଅନୁସାରେ ଆବେଦନକାରୀ ଚିହ୍ନଟ ହେଉଥିବା ବେଳେ, ବର୍ତ୍ତମାନ ବିପିଏଲ ସର୍ଭେ ବନ୍ଦ ରହିଛି । ଏହାସହ ୨୦ ହଜାର ସହାୟତା ରାଶି ମଧ୍ୟ ସର୍ବାଧିକ ନୁହେଁ । ତେଣୁ ସହାୟତା ରାଶି ୨ ଲକ୍ଷ କରିବାକୁ ଦାବି କରିଥିଲେ । ଦେଖନ୍ତୁ ଆଉ କଣ କହୁଛନ୍ତି ମମତା ।

ABOUT THE AUTHOR

...view details