ଓଡିଶା

odisha

ETV Bharat / videos

ବଜେଟ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଅପରାଜିତା ଷଡଙ୍ଗୀ - ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଅପରାଜିତା

By

Published : Feb 10, 2020, 9:15 PM IST

ଲୋକସଭାରେ ଚଳିତ ବର୍ଷର ବଜେଟ ଉପରେ ହେଉଥିବା ଚର୍ଚ୍ଚାରେ ଭାଗ ନେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ବଜେଟ ଆଲୋଚନାରେ ଅଂଶଗ୍ରହଣ କରି ଏହାକୁ ଏକ ଭଲ ବଜେଟ କହିବା ସହ ଏହା ସବୁ କ୍ଷେତ୍ରକୁ ଛୁଇଁଥିବା ସେ ପ୍ରକାଶ କରିଛନ୍ତି । ସେହିପରି ଏହି ବଜେଟ ଲାଗି ସେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ABOUT THE AUTHOR

...view details