ଓଡିଶା

odisha

ETV Bharat / videos

ପ୍ରବଳ ବର୍ଷାରେ ବେହାଲ ରାୟଚୁର ସହର

By

Published : Jun 27, 2021, 10:06 PM IST

ବେଙ୍ଗାଲୁରୁ: ପ୍ରବଳ ବର୍ଷାରେ ବେହାଲ ରାୟଚୁର ସହର । ବନ୍ୟାପାଣି ପ୍ରବେଶ କରିବା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇଯାଇଛି । ଆଜି କର୍ଣ୍ଣାଟକର ରାୟଚୁରରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ପରେ ବନ୍ୟାପାଣି ସହର ଭିତରକୁ ପ୍ରବେଶ କରିଛି । ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details