ଓଡିଶା

odisha

ETV Bharat / videos

କୋରୋନାରେ ମୃତ ଘୋଷିତ ବୃଦ୍ଧ, ଶ୍ରାଦ୍ଧର ଦିନକ ପୂର୍ବରୁ ଘରକୁ ଫେରିଲେ

By

Published : Nov 22, 2020, 11:01 AM IST

କୋଲକାତା: ମୃତ କୋରୋନା ଆକ୍ରାନ୍ତ ଘୋରକୁ ଫେରିଲେ । ଘରେ ଶ୍ରାଦ୍ଧ ପାଇଁ ସମସ୍ତ କାର୍ଯ୍ୟ ସରିଥିଲା ଏବଂ ଦିନକ ପୂର୍ବରୁ ଘରକୁ ଫେରିଛନ୍ତି । ଏ ଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ ବିଦ୍ୟାସାଗର ସରାନୀ ଅଞ୍ଚଳରେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ କୋରୋନାରେ ମୃତ ବୃଦ୍ଧ ଘରକୁ ଫେରିଲେ। ଏ ଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ ବିଦ୍ୟାସାଗର ସରାନୀ ଅଞ୍ଚଳର ଶିବଦାସ ବାନାର୍ଜୀ (75) କୋରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ନଭେମ୍ବର 11 ତାରିଖ ଦିନ ଜିଏମଆରସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ 13 ତାରିଖ ଦିନ ମେଡିକାଲ କର୍ତ୍ତୁପକ୍ଷ ମୃତ ଘୋଷଣା କରିଥିଲେ । ଏହା ପରେ ତାଙ୍କ ମୃତଦେହକୁ ଘର ଲୋକଙ୍କୁ ପ୍ରଦାନ କରାଯାଇଥିଲା । ତାଙ୍କର ଶେଷ କୃତ୍ୟ ମଧ୍ୟ କରାଯାଇଥିଲା । ହସ୍ପିଟାଲ ଦ୍ବାରା ମୃତ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଥିଲା ।

ABOUT THE AUTHOR

...view details