ଓଡିଶା

odisha

ETV Bharat / videos

ଶ୍ରାବଣ ଦ୍ବିତୀୟ ସୋମବାର, ଦେଖନ୍ତୁ ମହାକାଳେଶ୍ବରଙ୍କ ଭସ୍ମ ଆରତୀ - ମହାକାଳେଶ୍ବର

By

Published : Aug 2, 2021, 8:24 AM IST

ଭୋପାଳ: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ସକାଳୁ ସକାଳୁ ବାବା ମହାକାଳେଶ୍ବରଙ୍କ ଭସ୍ମ ଆରତୀ କରାଯାଇଛି । ଏ ଦୃଶ୍ୟ ଅତ୍ୟନ୍ତ ମନୋରମ । ପୁରୋହିତମାନେ ମନ୍ତ୍ରଧ୍ବନି ଉଚ୍ଚାରଣ କରି ମହାଦେବଙ୍କ ଆଳତି କରିଛନ୍ତି ।

ABOUT THE AUTHOR

...view details