ଓଡିଶା

odisha

ଜୋଲିଗ୍ରାଣ୍ଟ ବିମାନବନ୍ଦରରେ କଲରାପତରିଆ ବାଘ, ଦେଖନ୍ତୁ ଭିଡିଓ

By

Published : Feb 22, 2020, 7:15 PM IST

Published : Feb 22, 2020, 7:15 PM IST

ଡେରାଡୁନ: ଶନିବାର ସକାଳେ ଜୋଲିଗ୍ରାଣ୍ଟ ବିମାନବନ୍ଦରରେ ଗୋଟିଏ କଲରାପତରିଆ ବାଘ ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ସୂଚନାଥାଉକି ବାଘଟି ଜଙ୍ଗଲରୁ ବାହାରି ଜୋଲିଗ୍ରାଣ୍ଟ ଏୟାରପୋର୍ଟ ଆଡକୁ ଯାଉଥିଲା । ତେବେ ବାଘର ଏପରି ବିଚରଣ ଦେଖି ପ୍ରଶାସନ ଆଲର୍ଟ ହେବା ସହ ବନ ବିଭାଗକୁ ସୂଚନା ଦେଇଛି ।

ABOUT THE AUTHOR

...view details