ସୀମାରେ ଭାରତୀୟ ଯବାନଙ୍କ ବଡଦିନ ପାଳନ, ଦେଖନ୍ତୁ ଭିଡିଓ .... - ନିୟନ୍ତ୍ରଣରେଖାରେ ଭାରତୀୟ ଯବାନଙ୍କ ବଡଦିନ ପାଳନ
ଜମ୍ମୁ: କାଶ୍ମୀରରେ ନିୟୋଜିତ ଭାରତୀୟ ଯବାନମାନେ କ୍ରିଷ୍ଟମାସ ଡେ ପାଳନ କରିଛନ୍ତି । ନିୟନ୍ତ୍ରଣ ରେଖା ନିକଟରେ ଯବାନମାନେ ସାନ୍ତାକ୍ଲଜଙ୍କ ସହ ‘ଜିଙ୍ଗିଲ ବେଲ’ ଗୀତ ଗାଇ କ୍ରିଷ୍ଟମାସ ଡେ ପାଳନ କରିଛନ୍ତି । ଦେଖନ୍ତୁ ଏହାର ଭିଡିଓ ....
TAGGED:
କ୍ରିଷ୍ଟମାସ ଡେ ପାଳନ