ଯୋଗକୁ ନେଇ କଣ କହୁଛନ୍ତି ଯୋଗ ବିଶେଷଜ୍ଞ ମହାରାଜ ଦିବ୍ୟଗୁଣନନ୍ଦ, ଶୁଣନ୍ତୁ... - ଯୋଗ ବିଶେଷଜ୍ଞ ମହାରାଜ ଦିବ୍ୟଗୁଣନନ୍ଦ
କୋଲକାତା: ଆଜି ହେଉଛି ଆନ୍ତର୍ଜାତିକ ଯୋଗ ଦିବସ । ଯୋଗ ଦ୍ବାରା ମଣିଷ ଶରୀର କେବଳ ଯେ ରୋଗ ମୁକ୍ତ ହୋଇନଥାଏ ବରଂ ମନକୁ ଶାନ୍ତି ମଧ୍ୟ ମିଳିଥାଏ । ଆମ ଭାରତୀୟ ସଂସ୍କୃତିରେ ଯୋଗର ଏକ ପ୍ରମୁଖ ଭୂମିକା ରହିଛି । ସମ୍ପ୍ରତି ଦେଶରେ ତାଣ୍ଡବ ରଚୁଥିବା ମହାମାରୀ କୋରୋନାରୁ ମଧ୍ୟ ଏହି ଯୋଗ ହିଁ ମୁକ୍ତ କରିପାରିବ । କାରଣ ଯୋଗ ଦ୍ବାରା ମଣିଷ ଶରୀରର ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ବଢିଥାଏ । ତେବେ ଏହି ଖାସ୍ ଦିନରେ ଅଧିକାଂଶ ଲୋକ ନିୟମ ଅନୁଯାୟୀ ଯୋଗ କରୁଥିବା ଦେଖିବାକୁ ମିଳୁଛି । ଏଥିସହ ଯୋଗ ଦ୍ବାରା ମିଳୁଥିବା ଲାଭ ବିଷୟରେ ମଧ୍ୟ କହିଥାନ୍ତି । ଏହି ଅବସରରେ ଇଟିଭି ଭାରତ ସମ୍ବାଦଦାତା ରାମକ୍ରିଷ୍ଣନ ମଠର ହେଡକ୍ବାର୍ଟର ବେଲୁର ମଠରୁ ଯୋଗ ବିଶେଷଜ୍ଞ ମହାରାଜ ଦିବ୍ୟଗୁଣନନ୍ଦଙ୍କ ସହ ଆଲୋଚନା କରିଛନ୍ତି । ଶୁଣନ୍ତୁ ଏନେଇ କଣ କହିଛନ୍ତି ମହାରାଜ...
Last Updated : Jun 21, 2020, 12:12 PM IST