ଭାରତ ଓ ଆମେରିକା ସେନାର ଯୁଦ୍ଧଭ୍ୟାସ, ଦେଖନ୍ତୁ ଭିଡିଓ... - ଭାରତ ଓ ଆମେରିକା ସେନାର ଯୁଦ୍ଧୋଭ୍ୟାସ
ଭାରତ ଓ ଆମେରିକା ସେନାର ଚାଲିଛି 16ତମ ଯୁଦ୍ଧଭ୍ୟାସ । ରାଜସ୍ଥାନର ବିକାନେରରେ ମହାଜନ ଫିଲ୍ଟ ଫାଏରିଙ୍ଗ ରେଞ୍ଜରେ ଉଭୟ ଦଳର ସେନା ସାମିଲ ହୋଇଛନ୍ତି । ଭାରତ ଓ ଆମେରିକା ସେନାରେ ଯବାନମାନେ ଯୁଦ୍ଧକୌଶଳକୁ ଅଧିକ ଶାଣିତ କରି ଉଭୟ ଦେଶର ସେନାକୁ ସଶକ୍ତ କରୁଛନ୍ତି । @ANI