Olympicରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ଉତ୍ସବମୁଖର ସେନା କ୍ୟାମ୍ପ - ନିରୋଜ ଚୋପ୍ରା
ଶ୍ରୀନଗର: ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କ ଇତିହାସ । ଟୋକିଓ ଅଲିମ୍ପିକ୍ସ 2020ରେ ଭାରତ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ସାରା ଦେଶରେ ଆରମ୍ଭ ହୋଇଛି ସେଲିବ୍ରେସନ । ଏଥିରୁ ବାଦ ପଡିନାହାନ୍ତି ସେନା ଯବାନ। ଜମ୍ମୁରେ CRPF କ୍ୟାମ୍ପରେ ଉତ୍ସବର ମାହୋଲ । ତ୍ରିରଙ୍ଗା ଉଡାଉ ବିଜୟ ଉତ୍ସବ ପାଳିଲେ ଯବାନ । ଦେଖନ୍ତୁ ଭିଡିଓ...