ଯବାନଙ୍କ ସହ ୩ ଗୁରୁତର ଅସୁସ୍ଥଙ୍କୁ ଏୟାର ଲିଫ୍ଚ କଲା BSF, ଦେଖନ୍ତୁ ଭିଡିଓ - ଅସୁସ୍ଥଙ୍କୁ ଏୟାର ଲିଫ୍ଟ କଲା ସେନା
ଶ୍ରୀନଗର: ଜମ୍ମୁ କାଶ୍ମୀରର ଟଙ୍ଗଧାର ଅଞ୍ଚଳରେ ଅସୁସ୍ଥଙ୍କ ଚିକିତ୍ସା ପାଇଁ ମେଡିକାଲ ଏୟାର ଲିଫ୍ଟ କଲା ସୀମା ସୁରକ୍ଷା ବଳ(BSF) । ଅସୁସ୍ଥଙ୍କ ମଧ୍ୟରେ ଜଣେ BSF ଯବାନ ଥିବା ବେଳେ ଅନ୍ୟ ୩ ଜଣ ସ୍ଥାନୀୟ ବାସିନ୍ଦା ଥିବା ସୂଚନା । ପ୍ରତିକୂଳ ପାଗରେ BSFର MI-17 ହେଲିକପ୍ଟରରେ ହେଲା ଏୟାର ଲିଫ୍ଟ ।