ଭାରତ-ଆମେରିକାର ଯୁଦ୍ଧ ଅଭ୍ୟାସ, ଦେଖନ୍ତୁ ଭିଡିଓ - ଭାରତ-ଆମେରିକାରର ମିଳିତ ସମରାଭ୍ୟାସ
ଜୟପୁର: ଭାରତ-ଆମେରିକାରର 16 ତମ ମିଳିତ ସମରାଭ୍ୟାସ । ରାଜସ୍ଥାନର ବିକାନେର ମହାରାଜ ଫିଲ୍ଡ ଫାୟାରିଂ ରେଞ୍ଜରେ ଯୁଦ୍ଧ ଅଭ୍ୟାସ କରିଛନ୍ତି । ଫେବୃୟାରୀ 8ରୁ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । ମିଳିତ ସାମରିକ ଅଭ୍ୟାସ ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ସହଯୋଗ ଏବଂ ପାରସ୍ପରିକ କାର୍ଯ୍ୟଦକ୍ଷତାକୁ ବଢାଇବାକୁ ଲକ୍ଷ୍ୟ ରଖିଛି ।