ଓଡିଶା

odisha

By

Published : Jul 24, 2021, 7:39 PM IST

ETV Bharat / videos

କୌଣସି ଟିକା 100% କାମ କରେନାହିଁ, 2ୟ ଓ୍ବେଭରେ ଦେହରେ 30ଦିନ ରହୁଛି ଭାଇରସ୍: ILS ନିର୍ଦ୍ଦେଶକ

ଭୁବନେଶ୍ବର: ସାରା ବିଶ୍ବରେ ଜାରି ରହିଛି ମହାମାରୀ ପ୍ରକୋପ । ଦୀର୍ଘ ୨ ବର୍ଷ ହେଲା କୋଭିଡ କଟକଣାରେ ଛଟପଟ ହେଉଛି ମାନବ ଜାତି । ଏହାରି ଭିତରେ ପୁଣି ମହାମାରୀର ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ଲାଗି ରହିଛି ଆଶା ଆଶଙ୍କା । ତୃତୀୟ ଲହର ଆସିବ କି ? ନୂଆ ଭ୍ୟାରିଆଣ୍ଟ ବାହାରିବ କି ? ଆଉ କେତେ ଦିନ ରହିବ ମହାମାରୀ ପ୍ରଭାବ । ତମାମ ପ୍ରସଙ୍ଗରେ ଆଲୋଚନା ପାଇଁ ଇଟିଭି ଭାରତ ଡିଜିଟାଲ ଡାଏଲଗରେ ଅଛନ୍ତି ଭୁବନେଶ୍ବର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅଜୟ ପରିଡା । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର... ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍ (ଇଟିଭି ଭାରତ ଓଡିଶା)

ABOUT THE AUTHOR

...view details