ଗୁରୁଗ୍ରାମ-ଦିଲ୍ଲୀ ବର୍ଡରରେ ଟ୍ରାଫିକ ଜାମ, ଲାଇନରେ ଶହ ଶହ ଗାଡି - ଟ୍ରାଫିକ ସ୍ଥିତି ସଂଗୀନ
ନୂଆଦିଲ୍ଲୀ: ଦିନକୁ ଦିନ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଗୁରୁଗ୍ରାମ ଓ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଅତ୍ୟଧିକ ଭାବେ ବିଗିଡିବାରେ ଲାଗିଛି । ବିଶେଷ କରି ନୂଆଦିଲ୍ଲୀ, ନୋଏଡା, ଗୁରୁଗ୍ରାମ ଗ୍ରେଟର ନୋଏଡା ଓ ଫରିଦାବାଦ ଅଞ୍ଚଳରେ ସକାଳର ଅଫିସ ସମୟ ଓ ସଂଧ୍ୟା ସମୟରେ ଅସମ୍ଭାଳ ହୋଇପଡୁଛି ଟ୍ରାଫିକ । ଆଜି (ଶୁକ୍ରବାର) ସଂଧ୍ୟାରେ ମଧ୍ୟ ଗୁରୁଗ୍ରାମ-ଦିଲ୍ଲୀ ବୋର୍ଡରରେ ସଂଗୀନ ହୋଇପଡିଥିଲା ଟ୍ରାଫିକ । ଦେଖନ୍ତୁ ଭିଡିଓ...