ଓଡିଶା

odisha

By

Published : Jun 11, 2020, 7:21 PM IST

ETV Bharat / videos

କୀଟନାଶକ ନିଷେଧ ନେଇ କେନ୍ଦ୍ର ପ୍ରସ୍ତାବ: ପଞ୍ଜାବ, ହରିୟାଣା ଚାଷୀଙ୍କ ମିଶ୍ରିତ ପ୍ରତିକ୍ରିୟା

ଚଣ୍ଡିଗଡ: ସଂପ୍ରତି କୃଷି କ୍ଷେତ୍ରରେ କୀଟନାଶକର ବହୁଳ ବ୍ୟବହାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଫଳରେ କେନ୍ଦ୍ର ସରକାର 27ଟି ରାସାୟନିକ କୀଟନାଶକର ନିଷେଧ କରିବାକୁ ପ୍ରସ୍ତାବ ଦେଇଛନ୍ତି । ପଞ୍ଜାବ ଓ ହରିଆଣାରେ କେତେକ ଏହାର ସପକ୍ଷରେ ମତ ଦେଇଥିବା ବେଳେ ଅନ୍ୟ କେତେକ ବିପକ୍ଷରେ ମତ ଦେଇଛନ୍ତି ।

ABOUT THE AUTHOR

...view details