ଦେବଭୂମୀରେ ମା' ଗଙ୍ଗାଙ୍କ ଆଳତୀ, ଦେଖନ୍ତୁ ଭିଡିଓ
ଡେରାଡୁନ: ହରିଦ୍ବାର ସ୍ଥିତ ହର କି ପୋଡିର ଗଙ୍ଗାତଟରେ ପ୍ରତିଦିନ ସନ୍ଧ୍ୟାରେ ମା' ଗଙ୍ଗାଙ୍କ ଆଳତୀ ହୋଇଥାଏ । କିନ୍ତୁ ମହାମାରୀ କୋରୋନା ଯୋଗୁଁ ବିନା ଶ୍ରଦ୍ଧାଳୁରେ ଆଳତୀ କରାଯାଉଛି । ହାତ ଗଣତି କିଛି ଶ୍ରଦ୍ଧାଳୁ ମା' ଙ୍କ ଆଳତୀରେ ଯୋଗ ଦେଉଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ