ଓଡିଶା

odisha

ETV Bharat / videos

ପଡୋଶୀ ସହ କଥା ହେଲେ ବୋଲି, ମହିଳାଙ୍କୁ ଘୋଷାଡି ଘୋଷାଡି ପିଟିଲେ ପରିବାର ଲୋକ

By

Published : Aug 18, 2021, 1:41 PM IST

ଗାନ୍ଧୀନଗର: ମହିଳାଙ୍କ ଉପରେ ଜୁଲୁମ । ହାତର ଦଣ୍ତା ଧରି ମହିଳାଙ୍କୁ ରାସ୍ତା ଉପରେ ଘୋଷାଡି ଘୋଷାଡି ପିଟିଲେ ପରିବାର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଦାହୋଦ ଜିଲ୍ଲାରେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣା ଜଣାପଡିବା ପରେ ପୋଲିସ ଏ ମାମଲାରେ ୪ ଜଣଙ୍କୁ ଗିରଫ କରିଛି । ମହିଳାଙ୍କ ଭୁଲ ଏତିକି ଥିଲା ଯେ, ନିଜ ପଡୋଶୀ ମହିଳାଙ୍କ ସହ କଥା ହୋଇଥିଲେ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details