ଓଡିଶା

odisha

ଶପଥ ନେଲେ ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ

By

Published : Oct 31, 2019, 7:55 PM IST

ଓଡିଆ ପୁଅ ତଥା ଆଇଏଏସ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ଜାମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ଭାବେ ଶପଥ ନେଇଛନ୍ତି । କାଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ କରାଇଛନ୍ତି ଶପଥପାଠ ।

ABOUT THE AUTHOR

...view details