ଓଡିଶା

odisha

By

Published : Oct 12, 2020, 6:40 PM IST

ETV Bharat / videos

ବର୍ଷା ପରେ କୃତ୍ରିମ ବନ୍ୟାରେ ଉବୁଟୁବୁ କର୍ଣ୍ଣାଟକ

ବେଙ୍ଗାଲୁରୁ: ଲଗାଣ ବର୍ଷାରେ ଉବୁଟୁବୁ କର୍ଣ୍ଣାଟକର ବେଲଗାଭି ଜିଲ୍ଲା । ଯେଉଁଠି ଆଖି ପକାଇବେ ଖାଲି ପାଣି ଆଉ ପାଣି । ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅନ୍ୟପଟେ ଜଳବନ୍ଦୀ ଲୋକେ ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଛନ୍ତି ।

ABOUT THE AUTHOR

...view details