ଓଡିଶା

odisha

ETV Bharat / videos

ରାମ ଜନ୍ମଭୂମି ଆନ୍ଦୋଳନ ପଛର ପ୍ରମୁଖ ଚେହେରା - ରାମ ଜନ୍ମଭୂମି ଆନ୍ଦୋଳନ

By

Published : Aug 4, 2020, 7:19 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ 5ରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାମ ମନ୍ଦିର ନିର୍ମାଣ ପାଇଁ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ନଭେମ୍ବର 9, 2009ରେ ପଥ ପରିଷ୍କାର କରିବା ପରେ ଅଯୋଧ୍ୟାରେ ଏକ ଧାର୍ମିକ ଢାଞ୍ଚାକୁ ନେଇ 70 ବର୍ଷ ଧରି ଚାଲିଥିବା ବିବାଦର ସମାଧାନ ହୋଇଥିଲା। ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ ପାଇଁ ବିଭିନ୍ନ ସମୟରେ ଯେଉଁସବୁ ବ୍ୟାପକ ଆନ୍ଦୋଳନ ହୋଇଥିଲା ସେଥିରେ ଅନେକ ବ୍ୟକ୍ତି ପ୍ରମୁଖ ନେୃତ୍ବତ୍ବ ନେଇଥିଲେ। ‘ଆସ୍ଥାନ ଜନ୍ମଭୂମି’ରେ ସ୍ଥାପିତ ମୂର୍ତ୍ତି ପୂଜା ପାଇଁ ଅଧିକାର ଦାବି କରି ଗୋପାଳ ସିଂହ ବିଶାରଦ 1950ରେ ପ୍ରଥମ ଟାଇଟେଲ ସୁଟ୍ କରିଥିଲେ। ସେଦିନଠାରୁ ଆରମ୍ଭ ହୋଇଥିଲା ରାମ ମନ୍ଦିର ସମ୍ପର୍କିତ ଘଟଣାକ୍ରମ।

ABOUT THE AUTHOR

...view details