‘ବିଜୁଳି ବଳକା ରାଜ୍ୟ, ଦେଇପାରୁନି 200 ୟୁନିଟ ଫ୍ରି ବିଜୁଳି’ - ଆମ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂ
ଭୁବନେଶ୍ବର: ଆଗାମୀ ବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ଲଢିବ ଆମ ଆଦମୀ ପାର୍ଟି । ଏଥିପାଇଁ ଦଳ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ପ୍ରସ୍ତୁତି ସମୀକ୍ଷା ପାଇଁ ନିକଟରେ ଓଡିଶା ଆସିଥିଲେ ଦଳର ଚାଣକ୍ୟ କୁହାଯାଉଥିବା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ। ସଂପ୍ରତି ଦେଶରେ କୋଇଲା ସଂକଟର ପ୍ରଚାର, ରାଜ୍ୟରେ ସରକାରୀ ସ୍କୁଲର ବନ୍ଦ ପ୍ରସଙ୍ଗ, ବେରୋଜଗାରୀ, ଦୂର୍ନୀତି, ଶିକ୍ଷା ସ୍ବାସ୍ଥ୍ୟକୁ ନେଇ ଉଠାଇଛନ୍ତି ପ୍ରଶ୍ନ ? ଏନେଇ ଇଟିଭି ଭାରତ ‘ଡିଜିଟାଲ ଡାଏଲଗ’ କାର୍ଯ୍ୟକ୍ରମକୁ ସାକ୍ଷାତକାର ଦେଇ ସଞ୍ଜୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ । ଦେଖନ୍ତୁ... ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା
Last Updated : Nov 1, 2021, 12:03 PM IST