ଓଡିଶା

odisha

ନବନିଯୁକ୍ତ ଗୁଜୁରାଟ ବିଜେପି ରାଜ୍ୟ ସଭାପତିଙ୍କ ସହ ସ୍ବତନ୍ତ୍ର ସାକ୍ଷତକାର

By

Published : Jul 22, 2020, 6:58 PM IST

Published : Jul 22, 2020, 6:58 PM IST

ଅହମଦାବାଦ: ଗୁଜରାଟର ନୂତନ ବିଜେପି ରାଜ୍ୟ ସଭାପତି ଭାବେ ନଭସାରୀରୁ ଲୋକସଭା ସାଂସଦ ସିଆର ପାଟିଲଙ୍କୁ ନିଯୁକ୍ତ କରିଛି । ୨୦୧୯ ଲୋକସଭା ନିର୍ବାଚନରେ ସିଆର ପାଟିଲ ଗୁଜରାଟର ନଭସାରୀ ଲୋକସଭା ଆସନରେ ୬,୮୯,୬୬୮ ଭୋଟ ବ୍ୟବଧାନରେ ଜିତିଥିଲେ। ଜିତୁଭାଇ ଭାଗାନୀଙ୍କ ସ୍ଥାନରେ ସିଆର ପାଟିଲଙ୍କୁ ନୂତନ ରାଜ୍ୟ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ରାଜନୀତି ଅର୍ଥ ଲୋକଙ୍କ ପାଇଁ ସେବା ବୋଲି ସେ ତାଙ୍କ ସାକ୍ଷତକାରରେ କହିଛନ୍ତି । ଏହାସହ ଆଗାମୀ ଦିନ ମାନଙ୍କରେ ଗୁଜୁରାଟରେ ସମସ୍ତ ନିର୍ବାଚନରେ ବିଜୟ ହିଁ ରଣନୀତି ବୋଲି ସେ କହିଛନ୍ତି । ଅହମଦାବାଦରୁ ଆଶିଷ ପଞ୍ଚାଲ, ଇଟିଭି ଭାରତ

ABOUT THE AUTHOR

...view details