କୋରୋନା ଚେନରେ ଲାଗିବ କି ବ୍ରେକ ? କଣ କହୁଛନ୍ତି ବରିଷ୍ଠ ମହାମାରୀ ବୈଜ୍ଞାନିକ ଡ. ପ୍ରଦ୍ୟୁମ୍ନ କିଶୋର ମହାପାତ୍ର
କୋରୋନା ଚେନରେ ଲାଗିବ କି ବ୍ରେକ ? ଭାଇରସର ଗତି ଏବେ କୁଆଡେ ? କେମିତି ନୂଆ ନୂଆ ରୂପରେ ପରିବର୍ତ୍ତନ ହେଉଛି ମହାମାରୀ କରୋନା ? କାହିଁକି ମଣିଷ ହାରି ଯାଉଛି କରୋନା ପାଖରେ? ମହାମାରୀ କରୋନାର ଅନ୍ତ କେଉଁଠି ? ଏସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଇଟିଭି ଭାରତ ଡିଜିଟାଲ ଡାଏଲଗରେ ଅଛନ୍ତି ବରିଷ୍ଠ ମହାମାରୀ ବୈଜ୍ଞାନିକ ଡ. ପ୍ରଦ୍ୟୁମ୍ନ କିଶୋର ମହାପାତ୍ର । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ... ଉପସ୍ଥାପକ-ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ୍, ଭୁବନେଶ୍ବର