ଓଡିଶା

odisha

By

Published : Dec 24, 2020, 7:12 PM IST

ETV Bharat / videos

ନୂଆ ଷ୍ଟ୍ରେନ ନେଇ ଏମିତି ପ୍ରତିକ୍ରିୟା ରଖିଲେ ଡିଏମଇଟି ଓ ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ଏବେ ହ୍ରାସ ପାଉଥିବାବେଳେ ଏବେ ଚିନ୍ତା ବଢାଇଛି ବ୍ରିଟେନ ଫେରନ୍ତାଙ୍କ କ୍ଷେତ୍ରରେ ଚିହ୍ନଟ ହୋଇଥିବା କୋରୋନା ଭାଇରସର ନୂଆ ଷ୍ଟ୍ରେନ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି । ବ୍ରିଟେନର ନୂଆ ଷ୍ଟ୍ରେନକୁ ନେଇ ପ୍ରତିକ୍ରିୟା ରଖିଲେ ଡିଏମଇଟି ସିବିକେ ମହାନ୍ତି। ୟୁକେ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ଷ୍ଟ୍ରେନ ସମ୍ପର୍କରେ ଅନୁଧ୍ୟାନ ଚାଲିଛି। ପୂର୍ବ କୋରୋନା ରୋଗୀଙ୍କ ଭଳି ଲକ୍ଷଣ ସମାନ ରହିଛି। ନୂଆ ଷ୍ଟ୍ରେନରେ ସଂକ୍ରମଣ ଆଶଙ୍କା ଅଧିକ ରହୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ABOUT THE AUTHOR

...view details