ବିଷାକ୍ତ ଯମୁନାରେ ଚାଲିଛି ବ୍ରତଧାରୀଙ୍କ ଛଟ୍ ପୂଜା, ଦେଖନ୍ତୁ ଭିଡିଓ - ଯମୁନା ନଦୀରେ ଛଟ ପୂଜା
ନୂଆଦିଲ୍ଲୀ: ଛଟ୍ ପୂଜାର ଶେଷଦିନରେ ଯମୁନା ନଦୀ କୂଳରେ ଭିଡ । ନଦୀପାଣି ବିଷାକ୍ତ ହୋଇଥିଲେ ମଧ୍ୟ ବୁଡ ପକାଉଛନ୍ତି ବ୍ରତଧାରୀ । ଦିଲ୍ଲୀର କାଳୀନ୍ଦି କୁଞ୍ଜ ନିକଟରେ ବିଷାକ୍ତ ଫେଣରେ କିପରି ବୁଡ ପକାଉଛନ୍ତି ଲୋକେ ଦେଖନ୍ତୁ ଭିଡିଓ ।