ଯେ କୌଣସି ପରିସ୍ଥିତିରେ ଭାରତ ମୁକାବିଲା କରିବାକୁ ପ୍ରସ୍ତୁତ: ବାୟୁସେନା ମୁଖ୍ୟ
ହାଇଦ୍ରାବାଦ: ଲଦାଖରେ ଚୀନର କାରନାମାକୁ କଡା ଜବାବ ଦେଲେ ଭାରତୀୟ ସେନା ପ୍ରମୁଖ ଆରକେଏସ ଭଦୌରିଆ । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହୁଛି ଓ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରୁଛି । ଭାରତ ସର୍ବଦା ତାର ସାର୍ବଭୌମତ୍ବ ଓ ସୁରକ୍ଷାକୁ ଗୁରୁତ୍ବ ଦେବ ।