ଓଡିଶା

odisha

ETV Bharat / videos

ଅଲମ୍ପିକ ମେଡାଲ ହାତେଇଲା ହକି ଟିମ୍‌, ସଂସଦରେ ନବୀନଙ୍କୁ ପ୍ରଶଂସା - ନବୀନଙ୍କୁ ପ୍ରଶଂସା

By

Published : Aug 5, 2021, 8:49 PM IST

ଦୀର୍ଘ ୪ ଦଶନ୍ଧି ଅପେକ୍ଷାର ଅନ୍ତ ଘଟିଲା । ଶେଷରେ ଟୋକିଓ ଅଲମ୍ପିକ୍ ଗେମ୍ସରେ ଭାରତ କାଂସ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛି । ଏହାପରେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଭିଁଙ୍କ ମୁଖରେ ନବୀନଙ୍କ ଗୁଣଗାନ । ଏହାର କାରଣ ହେଉଛି ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ସାଜିଛି ଓଡ଼ିଶା । ଏହାକୁ ନେଇ ସଂସଦରେ ଓଡିଶା ଓ ନବୀନଙ୍କୁ କରାଯାଇଛି ପ୍ରଂଶସା ।

ABOUT THE AUTHOR

...view details