ୟସ ପ୍ରଭାବ: ଭୁଶୁଡିଲା ବ୍ରିଜ୍ - କାଞ୍ଚି ନଦୀ '
🎬 Watch Now: Feature Video
ରାଞ୍ଚି: ଝାଡଖଣ୍ଡରେ ବାତ୍ୟା ‘ୟସ୍’ର ପ୍ରଭାବ । କାଞ୍ଚି ନଦୀ ଉପରେ ନିର୍ମିତ ହାରଡିହ ବୁଢାଦିଃ ବ୍ରିଜ୍ ଭୁଶୁଡି ପଡିଛି । ଲଗାଣ ବର୍ଷା ଫଳରେ ବ୍ରିଜଟି ଭୁଶୁଡି ପଡିଥିବା ଜଣାପଡିଛି । ଝାଡଖଣ୍ଡର ତମାଦ, ବୁଣ୍ଡୁ ଏବଂ ସୋନାହାଟୁ ଅଞ୍ଚଳକୁ ଏହି ବ୍ରିଜଟି ଯୋଡୁଥିଲା । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗତ 3 ବର୍ଷ ତଳେ ଏହି ବ୍ରିଜକୁ ନିର୍ମାଣ କରାଯାଇଥିଲା । ସେପଟେ ସୁବର୍ଣ୍ଣରେଖା ଓ ଖରକଇ ନଦୀରେ ବିପଦସଙ୍କୁଳ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି ।