ଓଡିଶା

odisha

ETV Bharat / videos

Vijay Diwas 2021: ଭିକ୍ଟୋରିଆ ମେମୋରିଆଲରେ ସାଂସ୍କୃତିକ କାର୍ଯ୍ୟକ୍ରମ

By

Published : Dec 16, 2021, 7:35 PM IST

କୋଲକାତା: ସ୍ବର୍ଣ୍ଣିମ ବିଜୟ ଦିବସ ଉପଲକ୍ଷେ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ସାଂସ୍କୃତିକ କାର୍ଯକ୍ରମ । ରଙ୍ଗାରଙ୍ଗ ଆଲୋକମାଳା ସହ ଦେଶାତ୍ମକବୋଧ ସଙ୍ଗୀତରେ କମ୍ପିଲା ପରିବେଶ । ୧୯୭୧ ମସିହା ଭାରତ-ପାକ ଯୁଦ୍ଧର ୫୦ବର୍ଷ ପୂର୍ତ୍ତି ପାଳନ କରୁଛି ସାରା ଦେଶ । ଦେଖନ୍ତୁ ଭିଡିଓ

ABOUT THE AUTHOR

...view details