ଓଡିଶା

odisha

ETV Bharat / videos

କୋଭିଡ 19 ଟୀକା ଗବେଷଣା: ସେଚ୍ଛାସେବୀ ସାଜି ନିଜ ଶରୀରରେ ପରୀକ୍ଷା କରାଇଲେ ସମ୍ବଲପୁରର ଅଙ୍କନ ନାଏକ - Ankan Naik examines his body

By

Published : Jun 22, 2020, 4:01 PM IST

Updated : Jun 24, 2020, 3:11 PM IST

ସମ୍ବଲପୁର: ଏବେ ସାରା ବିଶ୍ବରେ କୋରୋନା ଆତଙ୍କ ଖେଳାଇଛି ଦେଇଛି । ବିଶ୍ବରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ କୋରୋନାରେ ମୃତ୍ୟୁବରଣ କରୁଛନ୍ତି । ଏଭଳି ପରିସ୍ଥିତିରେ ବୈଜ୍ଞାନିକମାନେ ଏବେ କୋଭିଡ 19 ଟୀକା ତିଆରି ପାଇଁ ଗବେଷଣା କରୁଛନ୍ତି । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ମଧ୍ୟ ବର୍ତ୍ତମାନ ଏହି ଟୀକା ତିଆରି ପାଇଁ ଗବେଷଣା କରୁଛନ୍ତି । ଯାହାର ସଫଳତା ପାଇଁ ପରୀକ୍ଷାମୂଳକ ଭାବେ ଅନେକ ଲୋକଙ୍କୁ ଏହି ଟୀକା ଦିଆଯାଉଛି । ଆଉ ଏହି ଟୀକାର ପରୀକ୍ଷା ପାଇଁ ବର୍ତ୍ତମାନ ସେମାନଙ୍କୁ 10 ହଜାର ସ୍ବେଚ୍ଛାସେବୀଙ୍କର ଆବଶ୍ୟକ ପଡୁଥିବାବେଳେ ସମ୍ବଲପୁରର ଯୁବକ ଅଙ୍କନ ନାଏକ ଏହି ଗବେଷଣାରେ ସ୍ବେଚ୍ଛାସେବୀ ସାଜିଛନ୍ତି । ଟୀକା ମଧ୍ୟ ନେଇଛନ୍ତି ।
Last Updated : Jun 24, 2020, 3:11 PM IST

ABOUT THE AUTHOR

...view details