ଓଡିଶା

odisha

By

Published : Aug 27, 2020, 10:14 PM IST

ETV Bharat / videos

ମକାଦାନା ଛଡାଉଛି ବାଇକ, ଦେଖନ୍ତୁ....

ଦେଖନ୍ତୁ ଏ ଦୃଶ୍ୟକୁ କିଭଳି ବାଇକକୁ ଷ୍ଟାଟ କରି ତାର ପଛ ଚକାରେ ମକା ଛଡାଉଛନ୍ତି କିଛି ବ୍ୟକ୍ତି । ଯେଉଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯଦି ଟିକେ ଅନ୍ୟମନସ୍କ ହେବେ ତାହାଲେ ମକା ଛଡାଉଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେବ ଭିଡିଓ ଦେଖିଲେ ଅନୁମାନ କରିପାରିବେ ।

ABOUT THE AUTHOR

...view details