ଓଡିଶା

odisha

ETV Bharat / videos

କଙ୍ଗନାଙ୍କ ବିରୋଧରେ ବର୍ଷିଲେ ସୁର; ପଦ୍ମଶ୍ରୀ ଫେରାଇ ଆଣିବାକୁ ଦାବି - Kangana Ranaut

By

Published : Nov 12, 2021, 10:59 PM IST

ଭୁବନେଶ୍ବର: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । କଙ୍ଗନା କିଏ ? କଣ ତାଙ୍କ ଅଧିକାର ମହାପୁରୁଷଙ୍କୁ ଅପମାନିତ କରିବା । ଏହାସହ କଙ୍ଗନାଙ୍କୁ ପଦ୍ମ ପୁରସ୍କାର ଫେରାଇ ଆଣିବାକୁ ଦାବି କରିଛନ୍ତି ସୁର । ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details