ଓଡିଶା

odisha

By

Published : Mar 14, 2021, 3:28 PM IST

ETV Bharat / videos

ହ୍ବିଲ ଚେୟାରରେ ରୋଡଶୋ’ କଲେ ଦିଦି

କୋଲକାତା: ପ୍ରଚାର ମଇଦାନକୁ ଓହ୍ଲାଇଲେ ଦିଦି । ଦୁର୍ଘଟଣାର ଶିକାର ହେବା ପରେ ହ୍ବିଲ ଚେୟାରରେ ବସି କରୁଛନ୍ତି ରୋଡଶୋ’ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀୟ ସମର୍ଥକଙ୍କ ଗହଣରେ କୋଲକାତାର ଗାନ୍ଧୀ ମୂର୍ତ୍ତିରୁ ବାହାରି ହାଜରା ପର୍ଯ୍ୟନ୍ତ କରୁଛନ୍ତି ରୋଡ ଶୋ । @ANI

ABOUT THE AUTHOR

...view details