ପାଇଲଟଙ୍କୁ ବିଦା ପରେ ଗେହଲଟଙ୍କ ବୟାନ: 6 ମାସ ଷଡଯନ୍ତ୍ରର ନିଷ୍ପତ୍ତି - Cong axes Sachin Pilot from cabinet
🎬 Watch Now: Feature Video
ଜୟପୁର: ରାଜସ୍ଥାନ ରାଜନୀତିର ହାଇଭୋଲଟେଜ ଡ୍ରାମାରେ ବିଦ୍ରୋହୀ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । ସରକାରଙ୍କୁ ଦୁର୍ବଳ କରିବା ପାଇଁ ବିଜେପି ଦ୍ବାରା ନିରନ୍ତର ଉଦ୍ୟମ କରାଯାଉଛି ବୋଲି ଅଶୋକ ଗେହଲଟ କହିଛନ୍ତି । ଯେଉଁମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ସେମାନେ 'ଆ ବଳଦ ମୋତେ ମାର' ବୁଦ୍ଧି ପ୍ରୟୋଗ କରିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Jul 14, 2020, 6:28 PM IST