ଓଡିଶା

odisha

ETV Bharat / videos

‘ଚୌରୀଚୌରା’ ଘଟଣା ପରାଧୀନ ଭାରତର ଏକ ପ୍ରମୁଖ ଦୁର୍ଘଟଣା - ଚୌରୀଚୌରା

By

Published : Sep 2, 2019, 10:30 PM IST

Updated : Sep 3, 2019, 3:15 PM IST

ଚୌରୀଚୌରା ଘଟଣା ପରାଧୀନ ଭାରତର ଏକ ପ୍ରମୁଖ ଦୁର୍ଘଟଣା । 1922 ମସିହା ଫେବୃଆରୀ 8 ତାରିଖରେ ଏହି ଘଟଣା ଘଟିଥିଲା । ଉତ୍ତରପ୍ରଦେଶର ଚୌରୀଚୋରା ଥାନାରେ ସ୍ବାଧୀନତା ଆନ୍ଦୋଳନକାରୀ ମାନେ ନିଆଁ ଲଗାଇ ଦେବାରୁ ପ୍ରାୟ 22 ଜଣ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା । ଯାହା ଫଳରେ ମହାତ୍ମା ଗାନ୍ଧୀ ଅସହଯୋଗ ପାଇଁ ଦେଇଥିବା ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ ।
Last Updated : Sep 3, 2019, 3:15 PM IST

ABOUT THE AUTHOR

...view details