ଓଡିଶା

odisha

ପାକ ଗୁଳିବର୍ଷଣରେ ରାଜଉରି ଜଙ୍ଗଲରେ ନିଆଁ, ଦେଖନ୍ତୁ ଭିଡିଓ...

By

Published : Jun 11, 2020, 9:58 AM IST

ଜମ୍ମୁକାଶ୍ମୀର: ମଞ୍ଜାକୋଟ ଅଞ୍ଚଳର ନିୟନ୍ତ୍ରଣରେଖା ନିକଟରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ପ୍ରବଳ ଗୁଳି ବର୍ଷଣ କରାଯାଉଛି । ଫଳରେ ରାଜଉରିର ଜଙ୍ଗଲରେ ନିଆଁ ଲାଗିଯାଇଛି । ସେଠାରେ ଥିବା ଜୀବଜନ୍ତୁ ମାନେ ଏବେ ବିପଦରେ ରହିଛନ୍ତି । ଦେଖନ୍ତୁ ଭିଡିଓ...

ABOUT THE AUTHOR

...view details