ଓଡିଶା

odisha

By

Published : Jun 25, 2020, 10:48 PM IST

ETV Bharat / videos

ସିବିଏସଇ ନିଷ୍ପତ୍ତି ସଂପର୍କରେ ଛାତ୍ରଛାତ୍ରୀଙ୍କୁ ସ୍ପଷ୍ଟ କରିବା ଆବଶ୍ୟକ: ପ୍ରଫେସର ଶୋଭା ବାଗାଇ

ହାଇଦ୍ରାବାଦ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଡିନ (ଆଡମିଶନ) ପ୍ରଫେସର ଶୋଭା ବାଗାଇ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି । ପ୍ରଫେସର ଶୋଭା ବାଗାଇ କହିଛନ୍ତି, ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ରାଜ୍ୟ ବୋର୍ଡ ତୁଳନାରେ ବୃହତ ଜନସଂଖ୍ୟାକୁ ବିଚାର କରିବାକୁ ପଡିବ । ଏହି ନିଷ୍ପତ୍ତି ଠିକ କିମ୍ବା ଭୁଲ ବୋର୍ଡ ଛାତ୍ରଛାତ୍ରୀମାନଙ୍କୁ ସ୍ପଷ୍ଟ କରିବା ଆବଶ୍ୟକ । 1ରୁ 15 ଜୁଲାଇ ମଧ୍ୟରେ ହେବାକୁ ଥିବା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ସିବିଏସଇ ଗୁରୁବାର ବାତିଲ କରିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details