ଓଡିଶା

odisha

By

Published : Jul 6, 2020, 5:39 PM IST

ETV Bharat / videos

ବୋଧଗୟାରେ ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କ ଜନ୍ମଦିନ ପାଳନ

ଗୟା: ଜ୍ଞାନ ତଥା ମୋକ୍ଷର ଭୂମି ବୋଧଗୟାରେ ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କ 85 ତମ ଜନ୍ମ ଦିବସ ପାଳନ କରାଯାଇଛି । ଏହି ଅବସରରେ ତିବ୍ବତୀୟ ମନ୍ଦିରରେ ବୌଧ ଭିକ୍ଷୁକମାନେ କେକ କାଟି ଧର୍ମଗୁରୁଙ୍କର ବିଶେଷ ପୂଜାର୍ଚ୍ଚନା କରିଛନ୍ତି । ଏହାସହ ତାଙ୍କର ଦୀର୍ଘାୟୁ କାମନା କରି ବୌଧ ଭିକ୍ଷୁକମାନେ ବୌଦ୍ଧିକ ମନ୍ତ୍ରୋଚାରଣ ଏବଂ ସ୍ତୁତିପାଠ କରିଥିଲେ । 6 ଜୁଲାଇ 1935ରେ ଜନ୍ମଗ୍ରହଣ କରିଥିଲେ 14 ତମ ଦଲାଇଲାମା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details